ନୂଆଦିଲ୍ଲୀ:  ଜନସାଧାରଣଙ୍କୁ ନିସ୍ବାର୍ଥ ସେବା ଶିଖ୍‌ ସମ୍ପ୍ରଦାୟର ଅନ୍ୟତମ ନୀତି । ଦୁଃଖୀରଙ୍କିଙ୍କୁ  ଖାଦ୍ୟ ଏବଂ ଆଶ୍ରୟ ଯୋଗାଇ ସମାଜ ସେବା କରିବାରେ ‌ଦିଲ୍ଲୀର ଏକ ଗୁରୁଦ୍ବାର ପ୍ରମୁଖ ଭୂମିକା ଗ୍ରହଣ କରିଛି ।…